STORYMIRROR

ହାତ ମୁହଁ ସଫା ରଖିବା କାମ ନଥିଲେ ଘରେ ରହିବା ଜାରି ହୋଇଛି ଫର୍ମାନ ସୂର୍ଯ୍ୟର ବାହାରକୁ ଗଲେ ଗିରଫ ହେବ ଅଂଶୁଘାତ ହାତରେ ମଶା ମାଛିଙ୍କର ବସା ଭାଙ୍ଗିବା ଖାଇବା ଆଗରୂ ଧୋଇବା ହାତ ବାହାରକୁ ଗଲେ ମାକ୍ସ ପିନ୍ଧିଥିବା ଗରିବ ସରକାରୀ ପିନ୍ଧିବା ଅନିଚ୍ଛା ହୃଦୟ ଆତ୍ମା ଗଲେ ତନୁଛାଡ଼ି

Oriya ବାହାରକୁ ଗଲେ ମାସ୍କ ପିନ୍ଧିବା Poems